ଫେବୃଆରୀ ୧୩ତାରିଖ ପୂର୍ବାହ୍ନ ୯ଟାରୁ ଅପରାହ୍ନ ପ୍ରାୟ ୫ଟା ୩୫ମିନିଟ ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ବେଦ ସଫଳ ଜୀବନର ଦିଗବାରେଣୀ ବେଦବ୍ୟାସ ସ୍ଥିତ ଗୁରୁକୁଳ ବୈଦିକ ଆଶ୍ରର ୬୬ତମ ବାର୍ଷିକ ଉତ୍ସବ ଓ ବେଦ ପାରାୟଣ ମହାଯଜ୍ଞ ଅବସରରେ ପ୍ରଭାତରେ ବର୍ଷିଆନ ବୈଦିକ ବିଦ୍ୱାନ ସ୍ୱାମୀ ବିଶୁଦ୍ଧାନନ୍ଦ ସରସ୍ବତୀ ଓମ ଧ୍ବଜା ଉତ୍ତୋଳନ କରି ଆଶ୍ରମର ସଂସ୍ଥାପକ କର୍ମଯୋଗୀ ଦିବଂଗତ ସ୍ୱାମୀ ବ୍ରହ୍ମହନନ୍ଦ ସରସ୍ବତୀ ଏବଂ ପୂର୍ବତନ ଅଧିଷ୍ଠିତା ଦିବଂତ ଆଭାର୍ଯ୍ୟ ଡ଼ଃ ଦେବବ୍ରତଙ୍କର ବୈଦିକ ଚିନ୍ତନ, ସାଧ୍ୟାୟ ଓ ନିରଳସ ସେବା ସମ୍ପର୍କରେ ସୂଚନା ଦେଇଥିଲେ, ସଭାପତି ଡ଼ଃ ଉମାକାନ୍ତ ପଣ୍ଡାଙ୍ତ ତ୍ୱାବଦେବାନଜ୍