ରାଉରକେଲା ମ୍ୟୁନିସିପାଲଟି: ବାସନ୍ତୀକଲୋନୀ ଡ଼ି.ଏଲ. ଛକ ନିକଟରେ ରାସ୍ତା ଉପରେ ବାଲି ପଥର ପଡି ଯାତାୟାତରେ ବାଧା ସୃଷ୍ଟି ଜନ ସାଧାରଣ ଅସ@ନ୍ତୁଷ୍ଟ
ନଭେମ୍ବର ୨୧ ତାରିଖ ଦିନ ପ୍ରାୟ ୧୧ଟା ବେଳର ସମୟ ବାସନ୍ତୀକଲୋନୀର ଡ଼ି.ଏଲ. ଛକ ନିକଟ ରାସ୍ତା ଉପରେ ବାଲି, ଗେଟି ଇତ୍ୟାଦି ପଡି ରହି ଯାତାୟତ ବାଇକ, ସାଇକେଲ ଆରୋହୀ ଇତ୍ୟାଦି ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାଉରକେଲା ମହାନଗର ନିଗମ ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରୁଛନ୍ତି