ANCHOR ବାତ୍ୟା ଅର୍ଣ୍ଣବକୁ ଦୁଷ୍ଟିରେ ରଖି ଗତକାଲି ଗଞ୍ଜାମ ଜିଲ୍ଲାର ଆସିକାର ବିଭିନ୍ନ ଅଞ୍ଚଳରୁ ୧୬ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ପ୍ରଶାସନ ପକ୍ଷରୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଆଜି ଯେତେବେଳେ ବାତ୍ୟା ଅର୍ଣ୍ଣବ ଅତି ଭୀଷଣ ରୂପ ଧାରଣ କରି ଆନ୍ଧ୍ର ପ୍ରଦେଶ ଓ ୟାନାମ ଉପକୂଳରେ ଲ୍ୟାଣ୍ଡଫାଲ କରୁଥିଲା ସେହି ସମୟରେ ଗଞ୍ଜାମ ଜିଲ୍ଲାରେ ମଧ୍ୟପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁ ଥିଲା । ଠିକ୍ ଏତିକି ବେଳେ ଆସିକା ମେଡିକାଲ ଜନ୍ମ ହୋଇଥିଲେ ୭ ଜଣ ଶିଶୁ । ସେଥିରେ ୬ ଜଣ କନ୍ୟା ସନ୍ତାନ ରହିଥିବା ବେଳେ ଜଣେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଯାହାର ନାମକରଣ ମଧ୍ଯ ଅର୍ଣ୍ନବ ବୋଲି ଦିଆଯାଇଛି । ବାହାଗୁଡ଼ା ଗ୍ରାମର ସୋନାଲି ସେଠୀ ନାମକ ଜଣେ ମହିଳା ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିବା ବେଳେ ପାରିବାର ଲୋକେ ସେହି ପୁତ୍ର ସନ୍ତାନର ନାମ ଅର୍ଣ୍ଣବ ବୋଲି ରଖିଛନ୍ତି । ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିବା ପରେ ବାପା ମା ସାଙ୍ଗକୁ ପୁରା ପରିବାରରେ ମହଲ ଦେଖିବାକୁ ମିଳିଥିବା ବେଳେ ବାତ୍ୟା ଅର୍ଣ୍ଣବ ନାଁ ରେ ପୁଅର ନାମ କରଣ ମଧ୍ୟ ଅର୍ଣ୍ଣବ ବୋଲି କରାଯାଉଛି ।
ବାଇଟ ଝିଲି ସେଠୀ ଅର୍ଣ୍ଣବ ଙ୍କ ପିଉସି
ବାଲ ଗୋପାଲ ବେହେରା ମେଡିକାଲ ଅଧିକାରୀ ଆସିକା,
#StqMedia #NewsUpdate #Ganjam #Odisha #viralpost