ଧାନ କିଣା ପ୍ରସଙ୍ଗରେ ଚାଷୀଙ୍କ ପ୍ରତି ଉଦାସୀନ ସରକାର ଆସନ୍ତା ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆମ ଆଦମୀ ପାର୍ଟି RDC ଙ୍କୁ ଦେବ ଦାବିପତ୍ର | ଏନେଇ ରବିବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ବରଗଡ଼ ବସ ଷ୍ଟାଣ୍ଡ ଠାରେ ପ୍ରତିକ୍ରିୟା ରଖିଲେ ଆମ ଆଦମୀ ପାର୍ଟିର ରାଜ୍ୟ ସମ୍ପାଦକ ଭବାନୀ ସାହୁ | ଚଳିତ ଖରିଫ ଋତୁ ଧାନ ସଂଗ୍ରହରେ ସରକାର ବିଫଳ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ଚାଷୀ ମାନଙ୍କ ଧାନ କିଣାରେ ସରକାରଙ୍କ ପକ୍ଷରୁ ଉଦାସୀନତା ବାରମ୍ବାର ଦେଖା ଯାଉଥିବାରୁ ଏହାର ପ୍ରତିବାଦରେ ଓ ସବୁ ଚାଷୀଙ୍କ ଧାନ ଶୀଘ୍ର କିଣିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ