ଭୁବନେଶ୍ୱର: ପ୍ରେସ୍ ଛକ ମା’ ଦକ୍ଷିଣକାଳୀ ମନ୍ଦିରରେ କାଳୀପୂଜା ଅନୁଷ୍ଠିତ
Bhubaneswar, Khordha | Nov 13, 2026
ପବିତ୍ର କାଳୀପୂଜା ଅବସରରେ ପ୍ରେସ୍ ଛକ ନିକଟସ୍ଥ ମା’ ଦକ୍ଷିଣକାଳୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଯାଇଛି। ଏଥିରେ ବିଧାୟକ ସୁଶାନ୍ତ କୁମାର ରାଉତ ଓ ସ୍ଥାନୀୟ କର୍ପୋରେଟର ଜୟନ୍ତୀ ସାହୁ ଯୋଗଦେଇଥିଲେ।