ବିଶ୍ୱ ମଧୁମେହ ଦିବସ ଅବସରରେ ବାଲେଶ୍ୱରର ସେଣ୍ଟ ଜନ୍ କଲେଜ ଅଫ୍ ନର୍ସିଂ ଆଣ୍ଡ ପାରାମେଡିକାଲ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଓ ପଥପ୍ରାନ୍ତ ନାଟକ ଆୟୋଜିତ ହୋଇଯାଇଛି