କୋଲନାରା: ରାୟଗଡ଼ାରେ ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ପାଇଁ ସଜାଗ ପ୍ରଶାସନ, ସ୍ଥିତି ସମୀକ୍ଷା କଲେ ଅଧିକାରୀ
Kolnara, Rayagada | Oct 28, 2026
ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ରାୟଗଡ଼ା ଜିଲ୍ଲା ପ୍ରଶାସନର ସତର୍କତା। ଜିଲ୍ଲା ନୋଡାଲ ଅଧିକାରୀଙ୍କ ନେତୃତ୍ୱରେ କୋଲନାରା ବ୍ଲକର ବିଭିନ୍ନ ଆଶ୍ରୟସ୍ଥଳ ଓ ସିଏଚସି ପରିଦର୍ଶନ ସହ ପ୍ରସ୍ତୁତିର ସମୀକ୍ଷା କରାଯାଇଛି।