ଛାତ୍ର ସଂସଦ ନିର୍ବାଚନକୁ ନେଇ ୟୁ.କେ. ମହାବୀର ମହାବିଦ୍ୟାଳୟରେ ରାଜନୈତିକ ହିଂସା ଲାଗିଛି ବିଜେପି-ବିଜେଡ଼ି ମୁହାଁମୁହିଁ; ପ୍ରାର୍ଥୀ ଦୀପଙ୍କର ରାଉତଙ୍କୁ କଡା ଧମକ ଅଭିଯୋଗ, କଲେଜ ଫାଟକ ସମ୍ମୁଖରେ ଶତାଧିକ ଛାତ୍ର ଛାତ୍ରୀ ସମର୍ଥକଙ୍କ ଧାରଣା : #UKMahabidyalaya #Pattamundai #StudentUnionElection #CollegePolitics #PoliticalClash #StudentProtest #DeepankarRout #BJP #BJD #OdishaNews #KendraparaNews #StudentElection #CampusViolence #OdishaPolitics #charchatv