ନୂଆପଡା: ନୂଆପଡ଼ାରେ ସୁରକ୍ଷିତ ଶୈଶବ ଅଭିଯାନ ଆରମ୍ଭ, ଶିଶୁଙ୍କ ପାଇଁ ଜାରି ହେଲା ହେଲ୍ପ ଲାଇନ୍ ନମ୍ବର
ନୂଆପଡ଼ାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ପୋକ୍ସୋ ଆଇନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶିଶୁଙ୍କ ସୁରକ୍ଷା ପାଇଁ ୧୫୧୦୦ ଏବଂ ୧୦୯୮ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।