#ମଦ_ବନ୍ଦ_ପାଇଁ_ଗର୍ଜିଲେ_ପଦ୍ମିନୀ_ଦିଆନ
କୋଟପାଡ଼ରେ ମଦ ବନ୍ଦ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ପୂର୍ବତନ ମନ୍ତ୍ରୀ ତଥା କୋଟପାଡ଼ର ପୂର୍ବତନ ବିଧାୟିକା ପଦ୍ମିନୀ ଦିଆନ
ମଦ ବନ୍ଦ ପାଇଁ ଜିଲ୍ଲାପାଳଙ୍କ ଅଫିସ ଆଗରେ ପଦ୍ମିନୀଙ୍କ ରଣହୁଙ୍କାର,କୋଟପାଡ଼ରେ ମଦ ବିରୋଧୀ ଆନ୍ଦୋଳନକୁ ପଦ୍ମିନୀ ଦିଆନଙ୍କ ସମର୍ଥନ,ମଦ ବନ୍ଦ ଦାବିରେ ଗର୍ଜିଲେ ପୂର୍ବତନ ମନ୍ତ୍ରୀ, ପ୍ରଶାସନକୁ ଦେଲେ ଦାବିପତ୍ର,ମଦମୁକ୍ତ କୋଟପାଡ଼ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଦ୍ମିନୀଙ୍କ ସ୍ୱର,ମଦ ବନ୍ଦ ନହେଲେ ଆନ୍ଦୋଳନ ଜୋରଦାର? ପଦ୍ମିନୀ ଦିଆନଙ୍କ ରଣହୁଙ୍କାର #Kotpad #PadminiDian #LiquorBan #Exmlakotpad #StopLiquor #WomenProtest #madamukti #Madaband #KotpadNews #KoraputNews #OdishaNews #LiquorFreeOdisha Padmini Dian #AntiLiquorMovement #Koraput #BreakingNews #OdiaNews #KotpadBreakingNews #ViralNews #OdishaBreakingNews