Public App Logo
Jansamasya
News
Bjp
National
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Nitishkumar
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Haryana
Uttarpradesh
Cricket

ଦେବଗଡ: ବିବାହର ପ୍ରତିଶ୍ମୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ନିଳବେର୍ଣ୍ଣି ସାହିର ପ୍ରେମିକଙ୍କୁ ଗିରଫ କରି କୋର୍ଟଚାଲାଣ

ନାବାଳିକା ପ୍ରେମିକାଙ୍କୁ ବିବାହର ପ୍ରତିଶ୍ମୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ପରେ ୨ ମାସର ଗର୍ଭବତୀ ଥିବା ପ୍ରେମିକାଙ୍କୁ ପ୍ରତାରଣା ଅଭିଯୋଗ । ପିଡିତାଙ୍କ ଅଭିଯୋଗ ଆଧାରରେ ଦେବଗଡ ଥାନା ନୀଳବେର୍ଣ୍ଣୀ ସାହିର ମାନସ ସୋଲେ ନାମକ ପ୍ରେମିକଙ୍କୁ ଗିରଫ କରି ପୋଲିସ ଆଜି ସନ୍ଧ୍ୟାରେ କୋର୍ଟଚାଲାଣ କରିଛି । ମାତ୍ର ଜାମିନ ନାମାଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ନେଇ ଆଜି ରାତି ୧୦ ଟାରେ ଦେବଗଡ ଥାନା ପୋଲିସ ଠାରୁ ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ ପିଡିତାଙ୍କୁ ପ୍ରାୟ ୧୭ ବର୍ଷ ହେଉଥିବା ବେଳେ ମାନସଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା ।

MORE NEWS