କେନାଲ କାମକୁ ନେଇ ସଙ୍ଗୀନ ଅଭିଯୋଗ, ଚାଷୀଙ୍କ ଅସନ୍ତୋଷ ବଢ଼ିଲା ଏମିତି ଏକ ଘଟଣା ଦେଖିବା କୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ସାଦକପୁର ଗ୍ରାମପଞ୍ଚାୟତର ଫାଜଲପୁର ଓ ବାର୍ଦା ମୌଜାରେ ଚାଲିଥିବା କେନାଲ କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।
#କେନାଲ_କାମ #କୋରେଇ #ଯାଜପୁର #ସାଦକପୁର #ଫାଜଲପୁର #ବାର୍ଦା #ଚାଷୀ #ଚାଷ_ଜମି #OdishaNews #Jajpur #Korei #CanalProject #FarmersIssue #Development #Bridge #BreakingNews #News7Odia #Odisha
Korai, Jajpur | Jul 10, 2026