#ବଡ଼ଦାଣ୍ଡରେ_ଆତଙ୍କବାଦ_ବିରୋଧୀ_ମକ୍_ଡ୍ରିଲ୍
ରଥଯାତ୍ରା ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀରେ ଚାଲିଛି ଆତଙ୍କବାଦ ବିରୋଧୀ ମକ୍ ଡ୍ରିଲ୍। ଆଜି ଏହାର ଦ୍ୱିତୀୟ ଦିନ। STU, ପୁରୀ ପୋଲିସ, GRP, RPF, ଅଗ୍ନିଶମ ବିଭାଗ, ODRAF ଏବଂ ମେଡିକାଲ ଟିମ୍ ଏଥିରେ ସାମିଲ ହୋଇଛନ୍ତି। ପୁରୀ ରେଳଷ୍ଟେସନ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଆତଙ୍କବାଦୀ ଆକ୍ରମଣ ପରି ସ୍ଥିତିକୁ ସାମ୍ନା କରିବା ପାଇଁ ସୁରକ୍ଷା ବାହିନୀଙ୍କ ପ୍ରସ୍ତୁତିକୁ ପରଖିବା ଉଦ୍ଦେଶ୍ୟରେ ଏହି ମକ୍ ଡ୍ରିଲ୍ କରାଯାଉଛି।
#RathYatra #Puri #Jagannath #MockDrill #AntiTerror #OdishaPolice #ODRAF #PuriNews #OdishaNews #news7odia #GRF #rpf
Korai, Jajpur | Jul 8, 2026