Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

#ମଝି_ଚିଲିକାରେ_ଅଟକିଲା_ଯାତ୍ରୀବାହୀ_ଲଞ୍ଚ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଅଟକି ରହିଛି ଏକ ଯାତ୍ରୀବାହୀ ଲଞ୍ଚ। ବାଲୁଗାଁରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଘିମୁଦା ଘାଟ ଅଭିମୁଖେ ଯାଉଥିବା ଏହି ଲଞ୍ଚଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୀର୍ଘ ସମୟ ଧରି ଚିଲିକା ମଝିରେ ଅଟକି ରହିଥିବା ସୂଚନା ମିଳିଛି। #Chilika #Krushnaprasad #Balugaon #Odisha #OdishaNews #BreakingNews #Launch #Ferry #MechanicalFailure #PassengerLaunch #ChilikaLake #Puri #WaterTransport #OdiaNews #NewsUpdate #PratapHarichandan #News7Odia #ViralNews #LatestNews #OdishaUpdates

Korai, Jajpur | Jul 9, 2026

MORE NEWS

କେନାଲ କାମକୁ ନେଇ ସଙ୍ଗୀନ ଅଭିଯୋଗ, ଚାଷୀଙ୍କ ଅସନ୍ତୋଷ ବଢ଼ିଲା ଏମିତି ଏକ ଘଟଣା ଦେଖିବା କୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ସାଦକପୁର ଗ୍ରାମପଞ୍ଚାୟତର ଫାଜଲପୁର ଓ ବାର୍ଦା ମୌଜାରେ ଚାଲିଥିବା କେନାଲ କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।
#କେନାଲ_କାମ #କୋରେଇ #ଯାଜପୁର #ସାଦକପୁର #ଫାଜଲପୁର #ବାର୍ଦା #ଚାଷୀ #ଚାଷ_ଜମି #OdishaNews #Jajpur #Korei #CanalProject #FarmersIssue #Development #Bridge #BreakingNews #News7Odia #Odisha

କେନାଲ କାମକୁ ନେଇ ସଙ୍ଗୀନ ଅଭିଯୋଗ, ଚାଷୀଙ୍କ ଅସନ୍ତୋଷ ବଢ଼ିଲା ଏମିତି ଏକ ଘଟଣା ଦେଖିବା କୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ସାଦକପୁର ଗ୍ରାମପଞ୍ଚାୟତର ଫାଜଲପୁର ଓ ବାର୍ଦା ମୌଜାରେ ଚାଲିଥିବା କେନାଲ କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। #କେନାଲ_କାମ #କୋରେଇ #ଯାଜପୁର #ସାଦକପୁର #ଫାଜଲପୁର #ବାର୍ଦା #ଚାଷୀ #ଚାଷ_ଜମି #OdishaNews #Jajpur #Korei #CanalProject #FarmersIssue #Development #Bridge #BreakingNews #News7Odia #Odisha

Korai, Jajpur | Jul 10, 2026

#୪_ଖୋଲିଛି, #ସନ୍ଧ୍ୟାରେ_ଆଉ_୬_ଖୋଲିବ
ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି। ବର୍ତ୍ତମାନ ୪ଟି ଗେଟ୍ ଖୋଲାଯାଇଥିବା ବେଳେ ବାମପଟର ୩ଟି ଓ ଡାହାଣପଟର ୧ଟି ଗେଟ୍ ଦେଇ ପ୍ରାୟ ୯୪ ହଜାର କ୍ୟୁସେକ୍ ଜଳ ଛଡ଼ାଯାଉଛି। ଜଳସ୍ତର ଓ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ ଆଉ ୬ଟି ଗେଟ୍ ଖୋଲାଯିବ। ଏହାପରେ ମୋଟ ୧୦ଟି ଗେଟ୍ ଦେଇ ପ୍ରାୟ ୧ ଲକ୍ଷ ୮୦ ହଜାର କ୍ୟୁସେକ୍ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସନ କରାଯିବ।
#ହୀରାକୁଦ #HirakudDam #FloodWater #Odisha #OdishaNews #BreakingNews #Sambalpur #Mahanadi #FloodAlert #HirakudGate #Monsoon2026 #FloodUpdate #OdiaNews #NewsUpdate #OdishaWeather #WaterRelease #ବନ୍ୟା #ହୀରାକୁଦ_ଜଳଭଣ୍ଡାର #ଓଡ଼ିଶା_ଖବର #ବ୍ରେକିଂ_ନ୍ୟୁଜ

#୪_ଖୋଲିଛି, #ସନ୍ଧ୍ୟାରେ_ଆଉ_୬_ଖୋଲିବ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି। ବର୍ତ୍ତମାନ ୪ଟି ଗେଟ୍ ଖୋଲାଯାଇଥିବା ବେଳେ ବାମପଟର ୩ଟି ଓ ଡାହାଣପଟର ୧ଟି ଗେଟ୍ ଦେଇ ପ୍ରାୟ ୯୪ ହଜାର କ୍ୟୁସେକ୍ ଜଳ ଛଡ଼ାଯାଉଛି। ଜଳସ୍ତର ଓ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ ଆଉ ୬ଟି ଗେଟ୍ ଖୋଲାଯିବ। ଏହାପରେ ମୋଟ ୧୦ଟି ଗେଟ୍ ଦେଇ ପ୍ରାୟ ୧ ଲକ୍ଷ ୮୦ ହଜାର କ୍ୟୁସେକ୍ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସନ କରାଯିବ। #ହୀରାକୁଦ #HirakudDam #FloodWater #Odisha #OdishaNews #BreakingNews #Sambalpur #Mahanadi #FloodAlert #HirakudGate #Monsoon2026 #FloodUpdate #OdiaNews #NewsUpdate #OdishaWeather #WaterRelease #ବନ୍ୟା #ହୀରାକୁଦ_ଜଳଭଣ୍ଡାର #ଓଡ଼ିଶା_ଖବର #ବ୍ରେକିଂ_ନ୍ୟୁଜ

Korai, Jajpur | Jul 9, 2026

ଭୁବନେଶ୍ୱର ମେଫେୟାର ହୋଟେଲରେ ଏକ ବୈଠକରେ ଯୋଗଦେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚିଥିବା ବେଳେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ NEET ପେପର ଲିକ୍ ପ୍ରସଙ୍ଗକୁ ନେଇ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି।
#BreakingNews #Odisha #Bhubaneswar #Mayfair #DharmendraPradhan #NEET #NEETPaperLeak #NEETScam #NabanirmanYuvaChatraSangathan #StudentProtest #PoliceAction #Education #OdishaNews #OdiaNews #NewsUpdate #LatestNews #ViralNews #IndiaNews #News7Odia

ଭୁବନେଶ୍ୱର ମେଫେୟାର ହୋଟେଲରେ ଏକ ବୈଠକରେ ଯୋଗଦେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚିଥିବା ବେଳେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ NEET ପେପର ଲିକ୍ ପ୍ରସଙ୍ଗକୁ ନେଇ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି। #BreakingNews #Odisha #Bhubaneswar #Mayfair #DharmendraPradhan #NEET #NEETPaperLeak #NEETScam #NabanirmanYuvaChatraSangathan #StudentProtest #PoliceAction #Education #OdishaNews #OdiaNews #NewsUpdate #LatestNews #ViralNews #IndiaNews #News7Odia

Korai, Jajpur | Jul 8, 2026

#ମଝି_ଚିଲିକାରେ_ଅଟକିଲା_ଯାତ୍ରୀବାହୀ_ଲଞ୍ଚ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଅଟକି ରହିଛି ଏକ ଯାତ୍ରୀବାହୀ ଲଞ୍ଚ। ବାଲୁଗାଁରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଘିମୁଦା ଘାଟ ଅଭିମୁଖେ ଯାଉଥିବା ଏହି ଲଞ୍ଚଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୀର୍ଘ ସମୟ ଧରି ଚିଲିକା ମଝିରେ ଅଟକି ରହିଥିବା ସୂଚନା ମିଳିଛି। #Chilika #Krushnaprasad #Balugaon #Odisha #OdishaNews #BreakingNews #Launch #Ferry #MechanicalFailure #PassengerLaunch #ChilikaLake #Puri #WaterTransport #OdiaNews #NewsUpdate #PratapHarichandan #News7Odia #ViralNews #LatestNews #OdishaUpdates - Korai News