Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ସୁନ୍ଦରଗଡ ସହର: ସଦର ବ୍ଲକ ଦେଉଡ଼ା ପଡ଼ା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ସ୍କୁଟି, ଯୁବକ ଗୁରୁତର

ଆଜି ନଭେମ୍ୱର 28 ତାରିଖ ଶୁକ୍ରବାର ସନ୍ଧ୍ୟା 6:45 ପାଖାପାଖି ସମୟରେ ଘଟିଛି ଏହି ଦୁର୍ଘଟଣା। ଭାର ସାମ୍ୟ ହରାଇ OD - 16F-6618 ନମ୍ବର ବିଶିଷ୍ଟ ସ୍କୁଟି ରାସ୍ତା ଉପରୁ ତଳକୁ ଓଲଟି ଯିବା ଫଳରେ ସ୍କୁଟି ଚାଳକ ଅତୁଲ ବଢେଇ ନାମକ ଜଣେ ଯୁବକ ଗୁରୁତର ଅଛନ୍ତି। ତେବେ ଏହି ଘଟଣା ଧରୁଆ ଡିହି ଥାନା ଅନ୍ତର୍ଗତ କଲୋନୀ ପଡ଼ା - ଦେଉଡ଼ା ପଡ଼ା ରାସ୍ତାର ଦେଉଡ଼ା ପଡ଼ା ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ରାସ୍ତା ତଳେ ଏକ ଲାଇଟ ବ୍ଲିଙ୍କ କରୁଥିବା ଦେଖି କିଛି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବା ପରେ ସ୍କୁଟି ଚାଳକ ଯନ୍ତ୍ରଣାରେ ଛଟ ପଟ ହେଉଥିବା ଦେଖିବାକୁ ପାଇଥିଲେ। ତେବେ ସେମାନେ ତୁରନ୍ତ ସମ୍ପ
ସୁନ୍ଦରଗଡ ସହର: ସଦର ବ୍ଲକ ଦେଉଡ଼ା ପଡ଼ା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ସ୍କୁଟି, ଯୁବକ ଗୁରୁତର - Sundargarh Town News