Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ପରଜଙ୍ଗ: ପିତିରି ଗାଁ ନିକଟରେ ବାଇକ୍ ଦୁର୍ଘଟଣା ଜଣେ ଆହତ

Parajang, Dhenkanal | Nov 29, 2025
ପିତିରି ଗାଁ ନିକଟରେ ବାଇକ୍ ଦୁର୍ଘଟଣା ଜଣେ ଆହତ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପିତୀରି ନିକଟରେ ଶନିବାର ସନ୍ଧ୍ୟା ୬ଟାରେ ବାଇକ୍ ଦୁର୍ଘଟଣା ଜଣେ ଆହତ। ସୁଚନା ଅନୁଯାୟୀ ବାଇକ୍ ଆରୋହି ଜଣକ କାମାକ୍ଷାନଗରରୁ ତାଳଚେର ଯାଉଥିବା ବେଳେ ନିକଟରେ ଭାରସାମ୍ୟ ହରାଇ ବାଇକ୍ ରୁ ଖସି ପଡ଼ିଥିଲେ।ସ୍ଥାନୀୟ ଲୋକେ ମାନେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ବାଇକ ଆରୋହୀ ଜଣକ ତାଳଚେର ଅଞ୍ଚଳର ବୋଲି ଜଣାପଡିଛି

MORE NEWS