ସୁନ୍ଦରଗଡ଼ ଇଣ୍ଡଷ୍ଟ୍ରିଆଲ ମଜଦୂର ୟୁନିୟନର ସାଂଗଠନିକ ସମ୍ମିଳନୀ ରାଉରକେଲା ସେକ୍ଟର ୧୬ ସ୍ଥିତ ଶ୍ରମିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବ ସମ୍ମତି କ୍ରମେ ୩ ବର୍ଷୀୟ ଜିଲ୍ଲା କମିଟି ଗଠନ କରାଯାଇଛି। ବିଶେଷ କରି ଶ୍ରମ ଆଇନ ବିଷୟରେ ଆଲୋଚନା ହୋଇଥିଲା। ସୋମବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କର୍ମକର୍ତ୍ତା