ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁରରେ ହନୁମାନ ଜୟନ୍ତି ସମ୍ମନ୍ନୟ ସମିତି ପକ୍ଷରୁ ଆତଙ୍କବାଦୀ ବିରୋଧରେ ହିନ୍ଦୁ ଆକ୍ରୋଶ ଶୋଭାଯାତ୍ର ଅନୁଷ୍ଠିତ
ସମ୍ବଲପୁରରେ ହନୁମାନ ଜୟନ୍ତି ସମ୍ମନ୍ନୟ ସମିତି ପକ୍ଷରୁ ଆତଙ୍କବାଦୀ ବିରୋଧରେ ଆଜି ଦିନ 10 ଟା ରେ ହିନ୍ଦୁ ଆକ୍ରୋଶ ଶୋଭାଯାତ୍ର ଅନୁଷ୍ଠିତ ହୋଇଯାଇଛି। ପାହଲଗାଁମରେ ପର୍ଯ୍ୟଟକ କୁ ଆତଙ୍କବାଦୀ ମାନେ ହତ୍ୟା କୁ ବିରୋଧ କରି ଏହାର ଦୃଢ କାର୍ଯ୍ୟନୁଷ୍ଠାନ ଦାବିରେ ଶୋଭାଯାତ୍ରା କରାଯାଇଛି । ହନୁମାନ ଜୟନ୍ତି ସମ୍ମନ୍ନୟ ସମିତି ଆହ୍ବାନ କ୍ରମେ ଶତାଧିକ ସଖ୍ୟାରେ ହିନ୍ଦୁ ଯୁବକ ଯୁବତୀ ଶୋଭାଯାତ୍ରାରେ ସାମିଲ ହୋଇ ଆତଙ୍କବାଦୀ ବିରୋଧରେ ନାରା ଦେଇଥିଲେ । ସହର ର ଲକ୍ଷ୍ମୀ ଟକିଜ ଛକରୁ ହିନ୍ଦୁ ଆକ୍ରୋଶ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ ଅଫିସ ପହଞ୍ଚି ସଭା ଆୟୋଜନ ପରେ ଜିଲ୍ଲାପାଳ