ଭୁବନେଶ୍ୱର: 17 ତାରିଖରେ ଜନ ସେବକ ମହା କୁମ୍ଭ: ପ୍ରଧାନମନ୍ତ୍ରୀଙ୍କୁ ଶୁଣିବେ ଓଡ଼ିଶାର ଜନ ପ୍ରତିନିଧି
Bhubaneswar, Khordha | Sep 30, 2026
ଆସନ୍ତା 17 ତାରିଖରେ ଦେଶର 4ଟି ସ୍ଥାନରେ ହେବ ଜନ ସେବକ ମହା କୁମ୍ଭ। କଲିକତାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଓଡ଼ିଶାର ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ଚେୟାରମ୍ୟାନ ଯୋଗଦେବେ। ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ସମ୍ବୋଧନ କରିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି।