Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ବୌଦ୍ଧ ସଦର: ଦହ୍ୟା ସ୍ଥିତ ଜିବନ ବିକାଶ ଜୁନିଅର୍ କଲେଜ ପରିସରରେ 25 ତମ ଶିଖା ବିକାଶ ଆଲୋଚନାଚକ୍ର ଅନୁଷ୍ଠିତ

ବୌଦ୍ଧ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସତ୍ୟଶିଖା ର 25 ତମ ଶିଖା ବିକାଶ ଆଲୋଚନାଚକ୍ର ଅନୁଷ୍ଠାନ ର ନିର୍ଦେଶକ ଝସକେତନ ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଆଲୋଚନା ଚକ୍ର ରେ ଇଞ୍ଜିନିୟର ଡ. ସଞ୍ଜୟ କୁମାର ପଣ୍ଡା ଯୋଗ ଦେଇ ଅଗ୍ରପୂଜ୍ୟ ଶ୍ରୀଗଣେଶ ଙ୍କ ନିକଟରେ ଦୀପ ଜାଳି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ
ବୌଦ୍ଧ ସଦର: ଦହ୍ୟା ସ୍ଥିତ ଜିବନ ବିକାଶ ଜୁନିଅର୍ କଲେଜ ପରିସରରେ 25 ତମ ଶିଖା ବିକାଶ ଆଲୋଚନାଚକ୍ର ଅନୁଷ୍ଠିତ - Baudh Sadar News