ଭୁବନେଶ୍ୱର: ଓଡ଼ିଶାରେ ୮୮ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ
Bhubaneswar, Khordha | Sep 28, 2026
ଓଡ଼ିଶାରେ ୮୮ ଜଣ ବାଂଲାଦେଶୀ ଓ ୨ ଜଣ ନାଇଜେରିଆ ନାଗରିକଙ୍କୁ ମିଶାଇ ମୋଟ ୯୦ ଜଣ ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର କରାଯାଇଛି। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଲିଖିତ ଉତ୍ତରରୁ ଏହି ସୂଚନା ମିଳିଛି। ସମୁଦାୟ ୨,୨୬୭ ଜଣଙ୍କ ଯାଞ୍ଚ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି।