କଟକ ପୌରାଞ୍ଚଳ: ତିଗିରିଆରେ ବନ ବିଭାଗର ଚଢ଼ାଉ: ଦେଢ଼ ଲକ୍ଷ ଟଙ୍କାର ଚୋରା କାଠ ଜବତ
କଟକ ଜିଲ୍ଲା ତିଗିରିଆର ବାଲିପୁଟ ପଞ୍ଚାୟତ ବାଣେଶ୍ୱର ପଡ଼ା ନିକଟରୁ ଦେଢ଼ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଚୋରା କାଠ ଜବତ କରିଛି ବନ ବିଭାଗ। ଅଞ୍ଚଳରେ ବେଆଇନ୍ କାଠ ଚାଲାଣ ଓ ବେଆଇନ୍ କରତ କଳ ନେଇ ଚର୍ଚ୍ଚା ଜାରି ରହିଛି।