ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, 23 ଅକ୍ଟୋବରକୁ ନେଇ ବଢ଼ିଲା ଚିନ୍ତା
Bhubaneswar, Khordha | Oct 20, 2026
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା। 23 ଅକ୍ଟୋବର ବେଳକୁ ପାଣିପାଗରେ ପରିବର୍ତ୍ତନ ହୋଇପାରେ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଣ୍ଡାମାନ ସାଗରରେ ପ୍ରବେଶ କରିବ ଘୂର୍ଣ୍ଣିବଳୟ।