ଭବାନୀପାଟଣାରେ ଆରମ୍ଭ ହେଲା ୭୦ତମ ରାଜ୍ୟସ୍ତରୀୟ ସ୍କୁଲ ତୀରନ୍ଦାଜ ପ୍ରତିଯୋଗିତା
Bhabanipatana, Kalahandi | Nov 28, 2026
ଭବାନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ୭୦ତମ ରାଜ୍ୟ ବିଦ୍ୟାଳୟ ତୀରନ୍ଦାଜ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଥିରେ ୨୧ଟି ଜିଲ୍ଲାରୁ ୨୩୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।