ହାଟଡିହି ବ୍ଲକ ଛେନାପଦି ସ୍ଥିତ ଯୁକ୍ତ ୨ ମହିଳା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବର ଉଦଜାପିତ ହୋଇଯାଇଛି | ଅଧ୍ୟକ୍ଷା ଶୁଭସ୍ମିତା ପଳିତାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି ଉତ୍ସବରେ ଆଜି ଦିନ୨ଟା ବେଳେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା, ସମ୍ମାନୀତ ଅତିଥି ଭାବେ ବିଜେପି ନେତା ଆଲୋକ କୁମାର ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ପ୍ରମୁଖ ଯୋଗ ଦେଇଥିଲେ।