ଶାରଦୀୟ ଦୁର୍ଗାପୂଜା ୨୦୨୬: ଡିମିରିପାଲିରେ ମାଆଙ୍କ ଦର୍ଶନ ଓ ଶୁଭେଚ୍ଛା!
କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଡିମିରିପାଲି ଗ୍ରାମରେ ଆୟୋଜିତ ୫୯ତମ ଶାରଦୀୟ ଦୁର୍ଗାପୂଜା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାଆଙ୍କର ଦର୍ଶନ ଓ ଆଶୀର୍ବାଦ ଗ୍ରହଣ କଲେ
ଏହି ଅବସରରେ କମିଟିର କର୍ମକର୍ତ୍ତା, ଗ୍ରାମବାସୀ ଏବଂ ଉପସ୍ଥିତ ସମସ୍ତ ଭକ୍ତବୃନ୍ଦଙ୍କ ସହିତ ସାକ୍ଷାତ ଆଲୋଚନା ହେବା ସହ ମାଆଙ୍କ ପୂଜାର୍ଚ୍ଚନା ଏବଂ ମହାସମାରୋହରେ ସାମିଲ ହେବାର ସୌଭାଗ୍ୟ ମିଳିଲା। ମାଆ ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଦିଅନ୍ତୁ— ଏତିକି କାମନା।