ଗଜପତି ଜିଲ୍ଲା ମହେନ୍ଦ୍ର ରେଞ୍ଜରେ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଜଣେ ବ୍ୟକ୍ତି ଅଟକ। ବୁରୁଗାଁ ନିକଟରୁ ବାରହା ଉଦ୍ଧାର କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା ବନ ବିଭାଗ।