Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ତେଲକୋଇ: ଉଦୟଗିରି ଗାଁରେ ଗୋଠଛଡ଼ା ଦନ୍ତା । ଅଞ୍ଚଳରେ ଭୟର ବାତାବରଣ

Telkoi, Kendujhar | Dec 21, 2025
ତେଲକୋଇ ରେଞ୍ଜ ଉଦୟଗିରି ଗାଁରେ ଗୋଠଛଡ଼ା ଦନ୍ତା । ଅଞ୍ଚଳରେ ଭୟର ବାତାବରଣ । ପନିପରିବା ନଷ୍ଟ କରିବା ସହ ଆତଙ୍କ ସୃଷ୍ଟି କରୁଛି ହାତୀଟି I ହାତୀକୁ କଡ଼ା ନଜର ରଖିଛି ବନବିଭାଗ । ଗତ କିଛି ଦିନ ପୂର୍ବରୁ ପଲୁଆ ହାତୀ ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିଲେ । ଏବେ କାଳିଆ ହତା ଅଞ୍ଚଳରେ ପଲୁଆ ହାତୀ ଅଞ୍ଚନ୍ତି ।ଆଜି ରାତ୍ରୀ ୧୧ଟା ସମୟର ସୂଚନା ।