Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବୌଦ୍ଧ ସଦର: ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବାଜି ମାରିଲେ ବୌଦ୍ଧର ସୁନାଝିଅ ଟେନିଶା

ଭାରତ ସରକାରଙ୍କ ଦ୍ୱାରା ୬୯ ତମ ୧୭ ବର୍ଷରୁ କମ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତା ଜାନୁଆରୀ ୨୦୨୬ ତା ୬ ରିଖ ଠାରୁ ତା ୧୦ ରିଖ ପର୍ଯ୍ୟନ୍ତ ଝାରଖଣ୍ଡ ର ରାଞ୍ଚି ରେ ଆୟୋଜିତ ହୋଇଥିଲା । ଏହି ତୀରନ୍ଦାଜ ପ୍ରତିଯୋଗିତାରେ ଓଡ଼ିଶାଦଳ ରେ ବୌଦ୍ଧଜିଲ୍ଲାର ଟେନିଶା ମେହେର ଭାଗ ନେବାସହ ଓଡ଼ିଶାରାଜ୍ୟ ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରି ଓଡ଼ିଶାରାଜ୍ୟର ଗୌରବ ରଖିଛନ୍ତି
ବୌଦ୍ଧ ସଦର: ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବାଜି ମାରିଲେ ବୌଦ୍ଧର ସୁନାଝିଅ ଟେନିଶା - Baudh Sadar News