Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

କୁଚିଣ୍ଡା ବ୍ଲକ ଟାଇଁସାର ଆର ଜମନକିରା ପଞ୍ଚାୟତ ରେ ବନ୍ୟା ପାଏନ,ରାତିତମାମ ବର୍ଷା ରେ ପୁରା ଗ୍ରାମାଅଞ୍ଚଳ ଜଳମଗ୍ନ ହେଇ ଯାଇଛେ ଲୋକମାନେ ଘର ବାହାରିନି ପାରବାର, ରାତିର ବର୍ଷା ରେ ଖର୍ଲା ନଦୀ ର ଜଳ ଧାରା ବହୁତ ବଢ଼ି ଯାଇଛେ ଲୋକମାନେ କେନସି କାମ ରେ ଯାଇ ନାଇଁ ପାରବାର, ଟାଇଁସର ଆର ଜମନକିରା କେ ଲାଗିକରି ଥିବା ବ୍ରିଜ ଉପରେ ଦଶ ଫୁଟ ନୁ ଆଏତକା ପାଏନ ଯାଉଥିବାର ସୂଚନା ମିଲୁଛେ I ହଜାର ହଜାର ଲୁକଙ୍କର ଯାତାୟାତ ପୁରା ପୁରୀ ବନ୍ଦ ହେଇ ଯାଇଛେ I #kuchinda #NewsUpdate #amarkuchinda #heavyrain #rain

Kochinda, Sambalpur | Aug 16, 2026

MORE NEWS