Public App Logo
Jansamasya
News
Bjp
National
Police
Bihar
बिहार
India
कांग्रेस
बीजेपी
भाजपा
Congress
Modi
Delhi
Viral
Jharkhand
Up
Rajasthan
Bollywood
Patna
Breakingnews
Narendramodi
Madhya_pradesh
Cm
Pmmodi
Rahulgandhi
यूपी
कानपुर
Uttarpradesh
Haryana

ବୌଦ୍ଧ ସଦର: ବୌଦ୍ଧରେ ଜିଲ୍ଲା ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶ୍ରେଣୀ କୋଠରୀ ପରିଚାଳନା ପ୍ରଶିକ୍ଷଣ

MORE NEWS

ଲଗାଣ ବର୍ଷାରେ ଭୁସୁଡ଼ିଲା ଗରିବର ଆଶ୍ରୟ, ଅଳ୍ପକେ ବର୍ତ୍ତିଲେ ୩ ପ୍ରାଣ 
​ବୌଦ୍ଧ ବ୍ଲକ ମନୁପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲି ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜିଲ୍ଲାରେ ଗତ ଦୁଇଦିନ ହେବ ବର୍ଷା ଲାଗି ରହିଥିବା ବେଳେ, ଗ୍ରାମର ନରେନ୍ଦ୍ର ଗୁରୁଙ୍କ ମାଟିଘର କାନ୍ଥ ହଠାତ୍ ଭୁସୁଡ଼ି ପଡ଼ିଛି।
​କାନ୍ଥ ଭୁସୁଡ଼ିବା ଫଳରେ ନରେନ୍ଦ୍ରଙ୍କ ପତ୍ନୀଙ୍କ ସମେତ ତାଙ୍କର ଦୁଇ ନିଷ୍ପାପ ଶିଶୁ ମାଟି ତଳେ ପୋତି ହୋଇଯାଇଥିଲେ। ତେବେ ଗ୍ରାମବାସୀଙ୍କ ତତ୍ପରତା ଓ ସାହସିକତା ଯୋଗୁଁ ସେମାନଙ୍କୁ ସୁରକ୍ଷିତ ଭାବେ ମାଟି ତଳୁ ଉଦ୍ଧାର କରାଯାଇଛି। ଏକ ବଡ଼ ବିପତ୍ତିରୁ ସାମାନ୍ୟକେ ରକ୍ଷା ପାଇଯାଇଛନ୍ତି ୩ ଜୀବନ। ଏହି ଗରିବ ଓ ଅସହାୟ ପରିବାରଟି ଏବେ ସମ୍ପୂର୍ଣ୍ଣ ବାସହୀନ ହୋଇପଡ଼ିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ପରିବାର ପ୍ରତି ଦୃଷ୍ଟି ଦେଇ ସେମାନଙ୍କୁ ସରକାରୀ ସହାୟତା ସହ ଆବାସ ଯୋଜନାରେ ଘର ଯୋଗାଇଦେବା ସହ ଥଇଥାନ କରିବା ପାଇଁ ଗ୍ରାମବାସୀ ସାଧାରଣରେ ଦୃଢ଼ ଦାବି କରିଛନ୍ତି।
​#BaudhNews #OdishaRain #AccidentAlert #DistrictAdministration #HelpThePoor #Humanity #Odisha

ଲଗାଣ ବର୍ଷାରେ ଭୁସୁଡ଼ିଲା ଗରିବର ଆଶ୍ରୟ, ଅଳ୍ପକେ ବର୍ତ୍ତିଲେ ୩ ପ୍ରାଣ ​ବୌଦ୍ଧ ବ୍ଲକ ମନୁପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲି ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜିଲ୍ଲାରେ ଗତ ଦୁଇଦିନ ହେବ ବର୍ଷା ଲାଗି ରହିଥିବା ବେଳେ, ଗ୍ରାମର ନରେନ୍ଦ୍ର ଗୁରୁଙ୍କ ମାଟିଘର କାନ୍ଥ ହଠାତ୍ ଭୁସୁଡ଼ି ପଡ଼ିଛି। ​କାନ୍ଥ ଭୁସୁଡ଼ିବା ଫଳରେ ନରେନ୍ଦ୍ରଙ୍କ ପତ୍ନୀଙ୍କ ସମେତ ତାଙ୍କର ଦୁଇ ନିଷ୍ପାପ ଶିଶୁ ମାଟି ତଳେ ପୋତି ହୋଇଯାଇଥିଲେ। ତେବେ ଗ୍ରାମବାସୀଙ୍କ ତତ୍ପରତା ଓ ସାହସିକତା ଯୋଗୁଁ ସେମାନଙ୍କୁ ସୁରକ୍ଷିତ ଭାବେ ମାଟି ତଳୁ ଉଦ୍ଧାର କରାଯାଇଛି। ଏକ ବଡ଼ ବିପତ୍ତିରୁ ସାମାନ୍ୟକେ ରକ୍ଷା ପାଇଯାଇଛନ୍ତି ୩ ଜୀବନ। ଏହି ଗରିବ ଓ ଅସହାୟ ପରିବାରଟି ଏବେ ସମ୍ପୂର୍ଣ୍ଣ ବାସହୀନ ହୋଇପଡ଼ିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ପରିବାର ପ୍ରତି ଦୃଷ୍ଟି ଦେଇ ସେମାନଙ୍କୁ ସରକାରୀ ସହାୟତା ସହ ଆବାସ ଯୋଜନାରେ ଘର ଯୋଗାଇଦେବା ସହ ଥଇଥାନ କରିବା ପାଇଁ ଗ୍ରାମବାସୀ ସାଧାରଣରେ ଦୃଢ଼ ଦାବି କରିଛନ୍ତି। ​#BaudhNews #OdishaRain #AccidentAlert #DistrictAdministration #HelpThePoor #Humanity #Odisha

Baudh Sadar, Boudh (Bauda) | Jul 28, 2026

ବୌଦ୍ଧରେ ଏସ୍‌ଆଇଆର୍-୨୦୨୬ର ଦାବି ଓ ଆପତ୍ତି ଶୁଣାଣି ପ୍ରକ୍ରିୟାର ସମୀକ୍ଷା କଲେ ସିଇଓ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ

ବୌଦ୍ଧରେ ଏସ୍‌ଆଇଆର୍-୨୦୨୬ର ଦାବି ଓ ଆପତ୍ତି ଶୁଣାଣି ପ୍ରକ୍ରିୟାର ସମୀକ୍ଷା କଲେ ସିଇଓ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ

Baudh Sadar, Boudh (Bauda) | Jul 28, 2026

ଗୋମାତାଙ୍କୁ 'ରାଷ୍ଟ୍ରମାତା' ମାନ୍ୟତା ଦାବିରେ ବୌଦ୍ଧରେ ବିଶାଳ ଶୋଭାଯାତ୍ରା; ୩ ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତଖତ ସଂଗ୍ରହ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଜରିଆରେ ଦାବୀପତ୍ର

ଗୋମାତାଙ୍କୁ 'ରାଷ୍ଟ୍ରମାତା' ମାନ୍ୟତା ଦାବିରେ ବୌଦ୍ଧରେ ବିଶାଳ ଶୋଭାଯାତ୍ରା; ୩ ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତଖତ ସଂଗ୍ରହ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଜରିଆରେ ଦାବୀପତ୍ର

Baudh Sadar, Boudh (Bauda) | Jul 28, 2026

ଗୋମାତାଙ୍କୁ 'ରାଷ୍ଟ୍ରମାତା' ମାନ୍ୟତା ଦାବିରେ ବୌଦ୍ଧରେ ବିଶାଳ ଶୋଭାଯାତ୍ରା; ୩ ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତଖତ ସଂଗ୍ରହ
​ବୌଦ୍ଧ: ଗୋମାତାଙ୍କୁ ରାଷ୍ଟ୍ରମାତା ବା ରାଷ୍ଟ୍ରର ଆରାଧ୍ୟା ସମ୍ମାନ ଦେବା ପାଇଁ ସମଗ୍ର ଭାରତ ବର୍ଷରେ ଆରମ୍ଭ ହୋଇଥିବା ଅଭିଯାନ କ୍ରମରେ ବୌଦ୍ଧ ସହରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
​ସୋମବାର ବୌଦ୍ଧ ସହରର ଶ୍ରୀରାମ ମନ୍ଦିରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ, ବ୍ରହ୍ମଚାରୀ ଆଦିତ୍ୟ ଦାସଙ୍କ ନେତୃତ୍ୱରେ ଜିଲ୍ଲାର ସାଧୁସନ୍ଥ ଓ ଗୋଭକ୍ତମାନେ ଏକତ୍ରିତ ହୋଇ ଗୋପୂଜନ କରିଥିଲେ। ଏହାପରେ ସହର ପରିକ୍ରମା କରି ଶୋଭାଯାତ୍ରାଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା।
​ଗୋଭକ୍ତମାନଙ୍କ ଦ୍ୱାରା ଜିଲ୍ଲାରୁ ସଂଗୃହିତ ୩ ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତଖତ ସମ୍ବଳିତ ପୁସ୍ତିକା, ପେନ୍ ଡ୍ରାଇଭ୍ ଏବଂ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବିଶିଷ୍ଟ ସାଧୁସନ୍ଥ, ଗୋପାଳକ ଓ ଗୋପ୍ରେମୀ ଉପସ୍ଥିତ ଥିଲେ।
​#BoudhNews #Gomata #Rastramata #Goseva #OdishaNews #SocialAwareness

ଗୋମାତାଙ୍କୁ 'ରାଷ୍ଟ୍ରମାତା' ମାନ୍ୟତା ଦାବିରେ ବୌଦ୍ଧରେ ବିଶାଳ ଶୋଭାଯାତ୍ରା; ୩ ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତଖତ ସଂଗ୍ରହ ​ବୌଦ୍ଧ: ଗୋମାତାଙ୍କୁ ରାଷ୍ଟ୍ରମାତା ବା ରାଷ୍ଟ୍ରର ଆରାଧ୍ୟା ସମ୍ମାନ ଦେବା ପାଇଁ ସମଗ୍ର ଭାରତ ବର୍ଷରେ ଆରମ୍ଭ ହୋଇଥିବା ଅଭିଯାନ କ୍ରମରେ ବୌଦ୍ଧ ସହରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ​ସୋମବାର ବୌଦ୍ଧ ସହରର ଶ୍ରୀରାମ ମନ୍ଦିରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ, ବ୍ରହ୍ମଚାରୀ ଆଦିତ୍ୟ ଦାସଙ୍କ ନେତୃତ୍ୱରେ ଜିଲ୍ଲାର ସାଧୁସନ୍ଥ ଓ ଗୋଭକ୍ତମାନେ ଏକତ୍ରିତ ହୋଇ ଗୋପୂଜନ କରିଥିଲେ। ଏହାପରେ ସହର ପରିକ୍ରମା କରି ଶୋଭାଯାତ୍ରାଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ​ଗୋଭକ୍ତମାନଙ୍କ ଦ୍ୱାରା ଜିଲ୍ଲାରୁ ସଂଗୃହିତ ୩ ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତଖତ ସମ୍ବଳିତ ପୁସ୍ତିକା, ପେନ୍ ଡ୍ରାଇଭ୍ ଏବଂ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବିଶିଷ୍ଟ ସାଧୁସନ୍ଥ, ଗୋପାଳକ ଓ ଗୋପ୍ରେମୀ ଉପସ୍ଥିତ ଥିଲେ। ​#BoudhNews #Gomata #Rastramata #Goseva #OdishaNews #SocialAwareness

Baudh Sadar, Boudh (Bauda) | Jul 28, 2026

ବୌଦ୍ଧ ଜିଲ୍ଲାପାଳଙ୍କ ବୌଦ୍ଧ ବ୍ଲକରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା l ଶ୍ରେଣୀଗୃହ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଦେଲେ ଉଜ୍ଜ୍ୱଳ ଭବିଷ୍ୟତର ବାର୍ତ୍ତା

ବୌଦ୍ଧ ଜିଲ୍ଲାପାଳଙ୍କ ବୌଦ୍ଧ ବ୍ଲକରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା l ଶ୍ରେଣୀଗୃହ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଦେଲେ ଉଜ୍ଜ୍ୱଳ ଭବିଷ୍ୟତର ବାର୍ତ୍ତା

Baudh Sadar, Boudh (Bauda) | Jul 28, 2026