ପାଟଣାଗଡ: ପୋଲିସ ଉପସ୍ଥିତିରେ ତାଲାମରାଯାଇଥିବା କପାଣି ପଞ୍ଚାୟତ କାର୍ଯ୍ୟ ଳୟର ତାଳା ଖୋଲିଲା ପ୍ରଶାସନ
ଶ୍ରମିକଙ୍କ ଏମଜିଏନ ଆରଜିଏସ ପାଉଣା ଦାବି କରି ଗତକାଲି ଠାରୁ କପାଣି ପଞ୍ଚାୟତ କାର୍ଯ୍ୟ ଲୟରେ ତାଳା ମାରି ଧାରଣା ଦେଉଥିଲେ ଶ୍ରମିକ ଏବଂ ଗ୍ରାମବାସୀ ।ମଙ୍ଗଳବାର ଶ୍ରମିକଙ୍କ ପାଉଣା ପ୍ରଧାନ କରି ଅପରାହ୍ନ ରେ ପୋଲିସ ଉପସ୍ଥିତିରେ ସ୍ଥାନୀୟ ପ୍ରଶାସନ ତାଳା ଖୋଲି ଥିଲେ ।