Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ସୁନ୍ଦରଗଡ ସହର: ହେମଗିର ବ୍ଲକ୍ ଖୁଣ୍ଟି ଝରିଆ ଗ୍ରାମ ସମ୍ପୂର୍ଣ୍ଣ ଜଳ ମଗ୍ନ, NTPC ଡୁଲିଙ୍ଗା କୋଇଲା ଖଣି ପ୍ରକଳ୍ପ ଯୋଗୁଁ ଉପୁଜିଛି ଏହି ଦୁର୍ଦ୍ଦଶା

ଆଜି ଜୁଲାଇ ମାସ 6 ତାରିଖ ଏହି ଦୃଶ୍ୟ ସକାଳ,9 ଟା ସମୟର। ଭଗବାନଙ୍କ ଆଶୀର୍ବାଦରୁ ଜୀବନ କାହାରି ନଷ୍ଟ ହୋଇ ନ ଥିଲେ ମଧ୍ୟ ଲୋକଙ୍କ ଧନ ସମ୍ପତ୍ତି ପୁରା ପାଣି ଘେର ମଧ୍ୟରେ। ଗତକାଲି ରାତି ବର୍ଷାରେ ଏହି ଅବସ୍ଥା ଉପୁଜିଛି। ତେବେ କାଲି ଗୋଟିଏ ରାତିରେ ହେମଗିର ବ୍ଲକରେ 299 ମିଲିମିଟର ବର୍ଷା ଏକକ ଭାବେ ପ୍ରଶାସନ ରେକର୍ଡ କରିଛନ୍ତି। ଅପରପକ୍ଷେ ଖୁଣ୍ଟି ଝରିଆ ଗାଁ ଇତିହାସରେ ଏହା ପ୍ରଥମ ବୋଲି ଜଣା ପଡିଛି। ପୂର୍ବରୁ ଭୟଙ୍କର ବର୍ଷା ଗ୍ରାମବାସୀ ଦେଖିଛନ୍ତି , ହେଲେ ତାଙ୍କ ଗାଁ ଆଗରୁ କେବେ ଜଳ ମଗ୍ନ ହୋଇ ନ ଥିଲା। ମାତ୍ର ଏ ବର୍ଷ ଆଜି ଗାଁର ଏହି ଅବସ୍ଥା NTPC dulinga coal project

MORE NEWS

ସୁନ୍ଦରଗଡ ସହର: ହେମଗିର ବ୍ଲକ୍ ଖୁଣ୍ଟି ଝରିଆ ଗ୍ରାମ ସମ୍ପୂର୍ଣ୍ଣ ଜଳ ମଗ୍ନ, NTPC ଡୁଲିଙ୍ଗା କୋଇଲା ଖଣି ପ୍ରକଳ୍ପ ଯୋଗୁଁ ଉପୁଜିଛି ଏହି ଦୁର୍ଦ୍ଦଶା - Sundargarh Town News