ଆନନ୍ଦପୁର: ମରେଇଗାଁର ସ୍ବର୍ଗତ କୃଷ୍ଣଚନ୍ଦ୍ର ସୁଆରଙ୍କ ସ୍ମୃତିସଭା, ଯୋଗଦେଲେ ପୂର୍ବତନ ପପିସିସି ସଭାପତି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି
ଇଞ୍ଚଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ମରେଇଗାଁର ବରିଷ୍ଠ ବ୍ୟକ୍ତିତ୍ୱ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ସୁଆରଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇ ଯାଇଛି। ଆଜି ରାତି୮ଟା ବେଳେ ପୂର୍ବତନ ପପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ।