ଲାଞ୍ଜିଗଡ: ଗୋଲାମୁଣ୍ଡା ବ୍ଲକରେ ୧୦୦୦ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ମିଳିଲା ଭତ୍ତା
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ପ୍ରୟାସରେ ୧୦୦୦ରୁ ଉର୍ଦ୍ଧ୍ବ ନୂତନ ପେନସନ ଭୋଗୀଙ୍କୁ ସିଧାସଳଖ ହାତରେ ଭତ୍ତା ପ୍ରଦାନ କରାଯାଇଛି। ପଞ୍ଚାୟତ ସ୍ତରରେ ଟଙ୍କା ପାଇ ହିତାଧିକାରୀମାନେ ବେଶ ଖୁସି ପ୍ରକଟ କରିଛନ୍ତି।