ଫିଲିପାଇନ୍ସର ଦକ୍ଷିଣ ଅଞ୍ଚଳ ମିଣ୍ଡାନାଓରେ ସୋମବାର ସକାଳେ ଶକ୍ତିଶାଳୀ ୭.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ଯୋଗୁଁ ଅନେକ ଘର ଓ ବ୍ୟବସାୟିକ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। କେତେକ ସ୍ଥାନରେ ମୃତାହତ ହେବାର ଖବର ମଧ୍ୟ ମିଳିଛି। ଭୂମିକମ୍ପ ପରେ ଫିଲିପାଇନ୍ସ, ଇଣ୍ଡୋନେସିଆ ଓ ଅନ୍ୟାନ୍ୟ ଦେଶ ପାଇଁ ସୁନାମି ସତର୍କତା ଜାରି କରାଯାଇଥିଲା, ଯଦିଓ ପରେ ଏହାକୁ ପ୍ରତ୍ୟାହାର କରାଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରାହତ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
#PhilippinesEarthquake #Earthquake #Mindanao #BreakingNews #TsunamiAlert #WorldNews #NaturalDisaster #Philippines #RCNOdiaNews #LatestNews #Rcnodia
Bhadrak Rural, Bhadrak | Jun 8, 2026