Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
मंत्री

ବୌଦ୍ଧରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ : ଆଧୁନିକ ମତ୍ସ୍ୟଚାଷ ମାଧ୍ୟମରେ ଆର୍ଥିକ ସମୃଦ୍ଧି ଉପରେ ଗୁରୁତ୍ୱ l

MORE NEWS

ଟ୍ରାକ୍ଟର ଓଲଟି ଚାଷୀଙ୍କ ମୃତ୍ୟୁ, ପରିବାରରେ ଶୋକର ଛାୟା
​ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ସୁରୁଣ୍ଡି ଗ୍ରାମର ପିତାମ୍ବର କର୍ଣ୍ଣ ଶଙ୍କରଡ଼ା ଗ୍ରାମସ୍ଥିତ ବିଲ ଚାଷ କରିବାକୁ ଯାଇଥିବା ବେଳେ ବିଲ ହୁଡ଼ାରେ ଟ୍ରାକ୍ଟର ଓଲଟି ପଡ଼ିଥିଲା। ଟ୍ରାକ୍ଟର ତଳେ ଚାପି ହୋଇ ପିତାମ୍ବରଙ୍କର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସୁରକ୍ଷିତ ଅଛନ୍ତି।
​ମୃତକଙ୍କ ସ୍ତ୍ରୀ ଓ ଦୁଇ ଝିଅ ଅସହାୟ ହୋଇପଡ଼ିଥିବାରୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ହରଭଙ୍ଗା ଥାନା ପୋଲିସ ମାମଲା (ନଂ ୧୧୦/୨୬) ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି।
​#BoudhNews #Harabhanga #AccidentNews #OdishaNews #ArgusNews

ଟ୍ରାକ୍ଟର ଓଲଟି ଚାଷୀଙ୍କ ମୃତ୍ୟୁ, ପରିବାରରେ ଶୋକର ଛାୟା ​ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ସୁରୁଣ୍ଡି ଗ୍ରାମର ପିତାମ୍ବର କର୍ଣ୍ଣ ଶଙ୍କରଡ଼ା ଗ୍ରାମସ୍ଥିତ ବିଲ ଚାଷ କରିବାକୁ ଯାଇଥିବା ବେଳେ ବିଲ ହୁଡ଼ାରେ ଟ୍ରାକ୍ଟର ଓଲଟି ପଡ଼ିଥିଲା। ଟ୍ରାକ୍ଟର ତଳେ ଚାପି ହୋଇ ପିତାମ୍ବରଙ୍କର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସୁରକ୍ଷିତ ଅଛନ୍ତି। ​ମୃତକଙ୍କ ସ୍ତ୍ରୀ ଓ ଦୁଇ ଝିଅ ଅସହାୟ ହୋଇପଡ଼ିଥିବାରୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ହରଭଙ୍ଗା ଥାନା ପୋଲିସ ମାମଲା (ନଂ ୧୧୦/୨୬) ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି। ​#BoudhNews #Harabhanga #AccidentNews #OdishaNews #ArgusNews

Baudh Sadar, Boudh (Bauda) | Aug 12, 2026

ବୌଦ୍ଧରେ ଉତ୍ସାହର ସହ ପାଳିତ ହୋଇଯାଇଛି "ତ୍ରିରଙ୍ଗା ଯାତ୍ରା" 
​ଦେଶପ୍ରେମ ଓ ଏକତାର ବାର୍ତ୍ତା ନେଇ ଅନୁଷ୍ଠିତ ଏହି ତ୍ରିରଙ୍ଗା ଯାତ୍ରାରେ ବିଜେପି ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା ଏବଂ ମୁଣ୍ଡିପଦର ଉଚ୍ଚ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭୂରି ଭୂରି ଯୋଗଦାନ କରିଥିଲେ। ​ଏହି କାର୍ଯ୍ୟକ୍ରମରେ ବହିରା ମଣ୍ଡଳ ସଭାପତି ଯୀଶୁ ପଧାନ, ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେ, ବରିଷ୍ଠ ବିଜେପି ନେତା ରବୀନ୍ଦ୍ର ଦେଓ, ମଣ୍ଡଳ ପ୍ରତିନିଧି ନରେଶ ପ୍ରଧାନ, ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀକ୍ଷେତ୍ର ମହାକୁଳ ଓ ଏକଲବ୍ୟ ମହାକୁଳ, ମଣ୍ଡଳ ଉପସଭାପତି ପ୍ରୀତିଶ୍ ପାତ୍ର, ଯୁବନେତା ଦିଲ୍ଲୀପ ଖଟୁଆ, ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଉପେନ୍ଦ୍ର କର୍ମୀ, ସୁନନ୍ଦ ବାଘଙ୍କ ସମେତ ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
​ଏହାସହ ମୁଣ୍ଡିପଦର ଉଚ୍ଚ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅରୁଣ ସାହୁ, ଅଧ୍ୟାପକ ବୃନ୍ଦ ଏବଂ ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ସହଭାଗିତା ଏହି ଯାତ୍ରାକୁ ଅଧିକ ଜାକଜମକ ଓ ସଫଳ କରିଥିଲା।
​#TirangaYatra #Boudh #Patriotism #HarGharTiranga #Boudhnews

ବୌଦ୍ଧରେ ଉତ୍ସାହର ସହ ପାଳିତ ହୋଇଯାଇଛି "ତ୍ରିରଙ୍ଗା ଯାତ୍ରା" ​ଦେଶପ୍ରେମ ଓ ଏକତାର ବାର୍ତ୍ତା ନେଇ ଅନୁଷ୍ଠିତ ଏହି ତ୍ରିରଙ୍ଗା ଯାତ୍ରାରେ ବିଜେପି ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା ଏବଂ ମୁଣ୍ଡିପଦର ଉଚ୍ଚ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭୂରି ଭୂରି ଯୋଗଦାନ କରିଥିଲେ। ​ଏହି କାର୍ଯ୍ୟକ୍ରମରେ ବହିରା ମଣ୍ଡଳ ସଭାପତି ଯୀଶୁ ପଧାନ, ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେ, ବରିଷ୍ଠ ବିଜେପି ନେତା ରବୀନ୍ଦ୍ର ଦେଓ, ମଣ୍ଡଳ ପ୍ରତିନିଧି ନରେଶ ପ୍ରଧାନ, ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀକ୍ଷେତ୍ର ମହାକୁଳ ଓ ଏକଲବ୍ୟ ମହାକୁଳ, ମଣ୍ଡଳ ଉପସଭାପତି ପ୍ରୀତିଶ୍ ପାତ୍ର, ଯୁବନେତା ଦିଲ୍ଲୀପ ଖଟୁଆ, ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଉପେନ୍ଦ୍ର କର୍ମୀ, ସୁନନ୍ଦ ବାଘଙ୍କ ସମେତ ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ​ଏହାସହ ମୁଣ୍ଡିପଦର ଉଚ୍ଚ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅରୁଣ ସାହୁ, ଅଧ୍ୟାପକ ବୃନ୍ଦ ଏବଂ ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ସହଭାଗିତା ଏହି ଯାତ୍ରାକୁ ଅଧିକ ଜାକଜମକ ଓ ସଫଳ କରିଥିଲା। ​#TirangaYatra #Boudh #Patriotism #HarGharTiranga #Boudhnews

Baudh Sadar, Boudh (Bauda) | Aug 12, 2026

ବୌଦ୍ଧ ମର୍ଯାକୁଦ ଛକ ନିକଟରେ ଗାଈ ଗୋଠ ଲୋକେ ହନ୍ତସନ୍ତ

ବୌଦ୍ଧ ମର୍ଯାକୁଦ ଛକ ନିକଟରେ ଗାଈ ଗୋଠ ଲୋକେ ହନ୍ତସନ୍ତ

Baudh Sadar, Boudh (Bauda) | Aug 12, 2026

ବୌଦ୍ଧରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ : ଆଧୁନିକ ମତ୍ସ୍ୟଚାଷ ମାଧ୍ୟମରେ ଆର୍ଥିକ ସମୃଦ୍ଧି ଉପରେ ଗୁରୁତ୍ୱ l - Baudh Sadar News