ବାଲେଶ୍ୱର: ପେନସନ୍ ବୃଦ୍ଧି ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର
Baleshwar, Balasore | Nov 17, 2026
ବାଲେଶ୍ୱରରେ ଇପିଏଫ୍ ପେନସନ୍ଭୋଗୀମାନେ ସର୍ବନିମ୍ନ ପେନସନ୍ ନଅ ହଜାର ଟଙ୍କା କରିବା ସହ ମହଙ୍ଗାଭତ୍ତା ଓ ମାଗଣା ଚିକିତ୍ସା ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।