ପୁରୀ: ଖୋଲା ସ୍ଥାନରେ ମଦ୍ୟପାନ ଓ ଉତ୍ପାତ: ଅନେକଙ୍କୁ ଅଟକ ରଖିଲା ପୋଲିସ
Puri, Puri | Nov 11, 2026
ଖୋଲା ସ୍ଥାନରେ ମଦ୍ୟପାନ କରି ଉତ୍ପାତ କରୁଥିବା ଅଭିଯୋଗରେ ପୋଲିସ ଅନେକଙ୍କୁ ଅଟକ ରଖିଛି। ଗତକାଲି ରାତିରେ ପାଟ୍ରୋଲିଂ ସମୟରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଏଣିକି ଖୋଲା ସ୍ଥାନରେ ମଦ୍ୟପାନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।