ନୂଆପଡା: ନୂଆପଡାରେ ବିଜେପି ନେତାମାନେ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ
ନୂଆପଡା ସଦର ବ୍ଲକରେ ବିଜେପି ଏସସି ମୋର୍ଚ୍ଚାର ରାଜ୍ୟ ସଭାପତି ବାଇଧର ମଲ୍ଲିକ, ବିଧାୟକ ଦୁର୍ଗା ପନ୍ଥୀ, ଜିଲ୍ଲା ସଭାପତି ରାଧେଶ୍ୟାମ ବାଗ ଓ ଅନ୍ୟାନ୍ୟ ବିଜେପି ନେତାମାନେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କର ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ ।