କଟକ ସଦର: କଟକ ଗୌରୀ ଭୋଇ ହତ୍ୟାକାଣ୍ଡ: କାଠଯୋଡ଼ି ପଠାରେ ଅଭିଯୁକ୍ତର ସିନ୍ ରିକ୍ରିଏସନ୍
କଟକ ରାଜାବଗିଚା ଗୌରୀ ଭୋଇ ହତ୍ୟାକାଣ୍ଡ ମାମଲା। ଆନ୍ଧ୍ରରୁ ଗିରଫ ହୋଇଥିବା ଅଭିଯୁକ୍ତ ଜଳନ୍ଧର ବାଗକୁ କାଠଯୋଡ଼ି ପଠାରେ ସିନ୍ ରିକ୍ରିଏସନ୍ କଲା ପୋଲିସ। ଅଭିଯୁକ୍ତ ହତ୍ୟାକାଣ୍ଡର ସମସ୍ତ ଘଟଣାକ୍ରମକୁ ଡେମୋ ମାଧ୍ୟମରେ ଦେଖାଇଛି।