କଟକ ପୌରାଞ୍ଚଳ: ଜିଲ୍ଲା ରାଜସ୍ୱ ବୈଠକ: ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା
ଦଶ ନଭେମ୍ବର ଦୁଇ ହଜାର ଛବିଶରେ ଅନୁଷ୍ଠିତ ମାସିକ ଜିଲ୍ଲା ରାଜସ୍ୱ ବୈଠକରେ ରାଜସ୍ୱ ଆଦାୟ, ଜମି ଅଧିଗ୍ରହଣ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ ଓ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ। ସମୟାନୁବର୍ତ୍ତୀ କାର୍ଯ୍ୟ ସମ୍ପାଦନ ଉପରେ ଦିଆଗଲା ଗୁରୁତ୍ୱ।