ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ପୋଲିସ ଦ୍ୱାରା ୫୦୨କେଜିରୁ
ଅଧିକ ଗଞ୍ଜେଇ ଜବତ,୬ ଅଭିଯୁକ୍ତ ଗିରଫ
୫ କାର, ୮ଟି ମୋବାଇଲ ଓ ୨୩୦୦ଟଙ୍କା ଜବତ...
ଫେବୃଆରୀ ୧୭ ତାରିଖ ଅପରାହ୍ନ ପ୍ରାୟ ୧ଟା ସମୟରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ ତଥ୍ୟ ପ୍ରଦାନ କଲେ, ଆନ୍ତଃରାଜ୍ୟ ଗଂଜେଇ ରାକେଟକୁ ନେଇ ରାଉରକେଲା ପୋଲିସର ବଡ଼ କାର୍ଯ୍ୟନୁଷ୍ଠାନ, ରାଉରକେଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ ବକ୍ତବ୍ୟରେ କହିଲେ କି, ଫେବୃଆରୀ ୧୬ ତାରିଖ ମଧ୍ୟରାତ୍ରିରେ ପ୍ଲାଣ୍ଟସାଇଟ ଥାନାର ଏସ.ଆଇ. ଶ୍ରୀ ଏସ.ପ୍ରଧାନ ଓ ଥାନା କର୍ମଚାରୀଙ୍କ ସହିତ ପ୍ଲାଣ୍ଟସାଇଟ ଥାନା ଅଧିନସ୍ଥ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟ ରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବନ୍ଧମୁଣ୍ଡା ରାସ୍ତାର ଫଟା ପାଇପ ନିକଟସ୍ଥ ଶିବଶଙ୍କର ନଗରଠାରେ N