Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ତେଲକୋଇ: ଜନ୍ତାରୀ ଗ୍ରାମର , ପିତାମାତାଙ୍କୁ ହରାଇଥିବା ଜୁଆଙ୍ଗ ଜନଜାତିର ଚାରି ଅଶହାୟ କୋମଳମତି ଶିକୁଙ୍କୁ ସାହାଯ୍ୟର ହାତ ବଢାଇଲେ

Telkoi, Kendujhar | Dec 12, 2025
ଜନ୍ତାରୀ ଗ୍ରାମର , ପିତାମାତାଙ୍କୁ ହରାଇଥିବା ଜୁଆଙ୍ଗ ଜନଜାତିର ଚାରି ଅଶହାୟ କୋମଳମତି ଶିକୁଙ୍କୁ ସାହାଯ୍ୟର ହାତ ବଢାଇଲେ କେନ୍ଦୁଝର ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପସଭାପତି ଗୋପିନାଥ ରାମ। ଗୋନାଶିକା ପଞ୍ଚାୟତ ସମିତି ସଭ୍ୟ ଏବଂ ଭାରତୀୟ ଜନତା ପାର୍ଟିର ପଞ୍ଚାୟତ କର୍ମକର୍ତ୍ତାମାନେ ଜିଲ୍ଲା ଉପସଭାପତିଙ୍କ ସହ ଯାଇ ସ୍ବର୍ଗତ ଦେବେନ୍ଦ୍ର ଜୁଆଙ୍ଗ କଂକୋମଳମତି ଚାରି ଶିଶୁମାନଙ୍କ ପାଖରେ ପହଁଞ୍ଚି ସ୍ଥାନିୟୀ ଲୋକଙ୍କ ସହିତ ଆଲୋଚନା କରି ଆଗାମି ଭବିଷ୍ୟତ ଶିଶୁମାନଙ୍କ କିପରି ଭଲ ହେବ ସେ ଦିଗରେ ଆଲୋଚନା କରିଛନ୍ତି । ଆଜି ଅପରାହ୍ନ ୫ଟା ସମୟର ସୂଚନା ।
ତେଲକୋଇ: ଜନ୍ତାରୀ ଗ୍ରାମର , ପିତାମାତାଙ୍କୁ ହରାଇଥିବା ଜୁଆଙ୍ଗ ଜନଜାତିର ଚାରି ଅଶହାୟ କୋମଳମତି ଶିକୁଙ୍କୁ ସାହାଯ୍ୟର ହାତ ବଢାଇଲେ - Telkoi News