ସୁନ୍ଦରଗଡ ସହର: ସରକାରୀ ଉଚ୍ଚ ବିଦ୍ୟାଳୟ ଟାଙ୍ଗରଗାଁ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସନ ସୁରଭି ଅନୁଷ୍ଠିତ
ମୁଖ୍ୟ ଅତିଥି ଉପ ବାଚସ୍ପତି
ସୁନ୍ଦରଗଡ ସୋମବାର ଦିନ ୧୧ ଟା ସମୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଟାଙ୍ଗରଗାଁ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସନ ସୁରଭି ଅନୁଷ୍ଠିତ l ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଲେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ l