Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

କୋରାପୁଟ ସହର: କୋରାପୁଟ ବିଜ୍ଞାନ ମହାବିଦ୍ୟାଳୟରେ ଖାଦ୍ୟ ଖାଇ ୧୧ ଛାତ୍ରୀ ଅସୁସ୍ଥତା ଘଟଣା, ବିଦ୍ୟାଳୟର ଖାୟର ମାନ ଯାଞ୍ଚ୍ କଲେଜ ସୁରକ୍ଷା ଅଧିକାରୀ

Koraput Town, Koraput | Nov 27, 2025
କୋରାପୁଟ ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟରେ ଖାଦ୍ୟ ସୁରକ୍ଷା ଅଧିକାରୀ ପହଞ୍ଚି ଖାଦ୍ୟର ମାନ ପରୀକ୍ଷା କରିଥିବା ଜଣା ପଡିଛି । ଏଡିପିଏଚ‌ଓ ଡ଼ଃ ମୁକ୍ତିକାନ୍ତ ଖଟୁଆଙ୍କ ଠାରୁ ଆଜି ଅପରାହ୍ନ ଚାରିଟା ସମୟରେ ମିଳିଥିବା ସୂଚନା ଅନୁସାରେ ଗତକାଲି କୋରାପୁଟ ବିଜ୍ଞାନ ମହାବିଦ୍ୟାଳୟରେ ସାଧା ପଳାଉ ଖାଇ ୧୧ ଜଣ ଛାତ୍ରୀ ଗୁରୁତର ଅସୁସ୍ଥ  ହେବାପରେ ସେମାନଙ୍କୁ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା।

MORE NEWS