ଜୀବନକୁ ବାଜି ଲଗାଇ ନାଳ ପାର ହେଉଛନ୍ତି ଲୋକେ।
ପୋକୁଣ୍ଡା ଗାଁରେ ବିକାଶର ବାସ୍ତବ ଚିତ୍ର – ଦଉଡ଼ି ଭରସାରେ ଯାତାୟାତ। ବିପଦପୂର୍ଣ୍ଣ ନାଳ ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ। #anguldistrictadministration #CMOOdisha #MohanMajhi #anugul #angulexpress #Odisha #PublicIssues
Anugul, Angul | Jul 17, 2026