Public App Logo
Jansamasya
���ीजेपी
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
Biharnews
Jodhpur
Fatehpur
Kanganaranaut
No video available

ସମ୍ବଲପୁର ମ୍ୟୁନିସିପାଲଟି: କଟରଧୁଆ ତଳିପଡାରେ ଯୁବକର ଆକ୍ରମଣରେ ବ୍ୟକ୍ତିଙ୍କ ସହ ଜଣେ ନାବାଳିକା ଆହତ

ଅଇଁଠାପାଲି ଥାନା ଅନ୍ତର୍ଗତ କଟରଧୁଆ ତଳିପଡା ରେ ଜଣେ ଯୁବକଙ୍କ ଆକ୍ରମଣରେ ଜଣେ ବ୍ୟକ୍ତି ସହ ଜଣେ ନାବାଳିକା ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 7 ଟା ସମୟରେ କଟରଧୁଆ ଅଞ୍ଚଳରେ ଜଣେ ଯୁବକ ହଟାତ ଆସି ଜଣେ ବ୍ୟକ୍ତିଙ୍କୁ ଏକ ଇଟା ରେ ଆକ୍ରମଣ କରିଥିଲା l ଯାହାଫଳରେ ବ୍ୟକ୍ତି ଜଣକ କାନ ଫାଟି ଯାଇଥିଲା l ସେଠାରେ ଛିଡା ହୋଇଥିବା ଜଣେ ନାବାଳିକା ଯୁବକଙ୍କୁ ମନା କରିବାରୁ ଉକ୍ତ ଯୁବକ ନାବାଳିକାଙ୍କୁ ମଧ୍ୟ ଆକ୍ରମଣ କରି ଫେରାର ହୋଇଯାଇଥିଲା l ଏନେଇ ଅଇଁଠାପାଲି ଥାନାରେ ଏକ ମାମଲା ରୁଜୁ କରାଯାଇଛି l

MORE NEWS