#ସରକାରୀ_କାର୍ଯ୍ୟାଳୟ_ଧାଇଁ_ଧାଇଁ_ଆମେ_ନିରାଶ
#rishitv #FemalePower #WineShop #closed
#birmaharajpur #shgwomen #strike #Subarnapur
ଵେଦେଶୀ ମଦଦୋକାନ ବନ୍ଦ ପାଇଁ ଶତାଧିକ ମହିଳା ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦିଷ୍ଟ କାଳ ପାଇଁ ଗଣଧାରଣା. ନୂଆପଡା ଗ୍ରାମର ମୁଖ୍ୟରାସ୍ତା କଡରେ ଖୋଳାଯାଇଥିବା ନୂତନ ଵେଦେଶୀ ମଦଦୋକାନ ବନ୍ଦ କରିବା ଦାବିରେ ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ନୂଆପଡା ଗ୍ରାମ ର ଗ୍ରାମବାସୀ ଏବଂ ସ୍ୱୟଂ ସହାୟକ ଗୋଷ୍ଟୀ ର ମହିଳା ଆଜି ସୁବର୍ଣ୍ଣପୁର ଜ଼ିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦିଷ୍ଟ କାଲପାଇଁ ଗଣଧାରଣା.
Sonapur, Subarnapur (Sonepur) | Aug 20, 2026