#କୋଟପାଡରେ_ଡାଲି_ଖାଇଲେ_ମୁଖ୍ୟମନ୍ତ୍ରୀ
କୋଟପାଡ ପିରିଞ୍ଜିରେ ବନ୍ୟା ସ୍ଥିତିର ସମୀକ୍ଷା କରି ପିରିଞ୍ଜି ଗାଁରେ ଡାଲି ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପାଖରେ ଥିଲେ କୋଟପାଡ ବିଧାୟକ ରୁପୁ ଭତରା ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ
#CMOdisha #Odisha #Koraput #koraputmedia
Boriguma, Koraput | Sep 27, 2026